• letme_think 14w

    ଦହନ

    ନିଆଁର ଦହନ କେଵେ ସହିଛ ବନ୍ଧୁ??
    ଥରେ ପିଇକି ଦେଖନା ପ୍ରେମର ଜହର !
    ଦେଖୁନ ମୁଁ କେମିତି ଜଳୁଛି ମୁହୂର୍ତ୍ତ ମୁହୂର୍ତ୍ତ
    ଛାତିତଳେ ନେଇ ପ୍ରତାରଣା ତାଙ୍କର।
    ହୃଦୟଟା କୋମଳ ମୋର ,
    ଟିକିଏ ଆଘାତରେ ଭାଙ୍ଗିବ ନିଶ୍ଚୟ
    ଜାଣିସୁଦ୍ଧା ସେ...କାହିଁକି ଫିଙ୍ଗୁଚି ଥର ଥର କରି ପଥର??
    ©letme_think