• ramprasad 16w

    ଲୁହ !

    ମୁଁ କାନ୍ଦେ ,
    ମୋ ଦୁର୍ବଳତା କୋହକୁ ଲୁଚାଇବାକୁ,
    ଧାଇଁଚାଲେ,
    ବେଦନସିକ୍ତ ହୃଦୟକୁ ନେଇ
    ଜବରଦସ୍ତ,
    ଛଳନା କରିଚାଲେ
    ନିଜେ ନିଜ ସହ କାଳେ ବଦଳିଯିବ
    ମୋତେ କନ୍ଦାଇ ଚାଲିଥିବା
    ଦିନଗୁଡିକ,
    ମନ ବୁଝିବାକୁ ନାରାଜ,
    କାହିଁକି ?
    ଲୁହ କେବେଳ ଖୋଜି ଖୋଜି ବହିଚାଲେ
    ସୁନ୍ଦୁର ଆଖିଗୁଡିକରୁ
    କେବଳ,
    ଛାଡିଦିଏ,କେଜାଣି କାହିଁକି ? କିଛି ବେପରୱା ଆଖି ଗୁଡିକୁ କରି ଅଦେଖା----------------!

    ©®କାଶ୍ୟପ,ରାୟଗଡା .