• sulagnaspeaks 22w

    ହାପି ମଦର୍ସ ଡେ

    ବର୍ଷରେ ଥରେ ଶାଶୁଘର ମାଡ଼ୁଥିବା ବୋହୂମାନେ ଶାଶୁଙ୍କୁ କୁଣ୍ଢେଇଥିବା ଫଟୋ ପୋଷ୍ଟ କରି ଫେସବୁକରେ ଲେଖିବେ "ହାପି ମଦର୍ସ ଡେ ଟୁ ମାଇ ଡିଅର ମଦର" | ଆଉ ବର୍ଷସାରା ଶାଶୁଙ୍କ ପାଖେ ରହି ତାଙ୍କ ସୁଖଦୁଃଖ ବୁଝୁଥିବା ବୋହୁର ସମୟ ବି ନଥିବ ମନେ ପକେଇବାକୁ ଯେ ସେଦିନ "ହାପି ମଦର୍ସ ଡେ" |
    ©sulagnaspeaks