• pennedandpinned 15w

    ENVISAGE LOVE AND REAL LOVER
    Smoky cat eye, lined with black olive brow, flip hair pony tail, garnished with cherry blossom flower tiara, she approaching towards me with a ringing chirping of shining gold plated kundan payal anklets.
    Fragrance of her hair rippling through spring breeze raise my hair to embrace her.
    From a distance she screamed," I hunted for you all the village instead you are here sitting under the Gulmohar red fire tree on the cemented stage with a pen diary. "
    Looking at me She dumbfounded, and crawled her finger inside mine with a bite of my cheek, she whispered near my ear" what, are you writing a poem for me? "
    Before i could express anything, a bunch of red fire flower fall on my lap by a gust of wind.
    With flapping of folds of my diary, silence broke down where I discovered myself alone, with a pen, a diary and a drop of tear, impeding to fall from the corner my eye.
    And that day my envisage love story was heard by those red fire tree and cemented stage which are one day eyewitness of our love.
    I wrote down with a Trembling hand and a shaking finger on the flipped on pages of diary, AN ENVISAGE LOVE AND A REAL LOVER, which was the beginning of my story.

    -The Black Point

    Original Story-
    "ଆଖିରେ କଜଳ, ଓଠରେ ନାଲି ଲିପଷ୍ଟିକ୍ ,ବେଣୀରେ ଗଜରାମାଳ ପକେଇ ସେ ଖୁବ ଜୋରରେ ମୋ ଅଡ଼କୁ ଧାଇଁ ଆସୁଥାଏ । ଯେତେ ପାଖକୁ ଆସୁଥାଏ ତାର କେଶର ବାସ୍ନା ଆଉ ପାଉଁଜି ର ଶବ୍ଦ ସେତେ ନିକଟତର ହେଉଥାଏ ।
    ଥୋଡାଏ ବାଟରୁ ଦେଖି ମୋତେ ଜୋରରେ ଚିଲେଇ କହିଲା "ମୁଁ ତୁମକୁ ଗାଁ ସାରା ଖୋଜିସାରିଲିଣି ,ଦେଖିଲା ବେଳକୁ ବାବୁ ଏଇଠି ଆଉ! ଏଇ କୃଷ୍ଣଚୂଡ଼ା ଗଛ ଆଉ ଏଇ ସିମେଣ୍ଟ ଚେୟାରରେ ବସି କ'ଣ କରୁଛ କହିଲ ଟିକେ?
    ତା'ପରେ ମୋ ହାତରେ ଡାଏରୀ ଆଉ ପେନ୍ କୁ ଦେଖି ମୋ ପାଖକୁ ଆସିଲା,ମୋ ହାତ ଭିତରେ ହାତକୁ ପୁରେଇ ,ତା'ର ଅଙ୍ଗୁଳି କୁ ମୋ ଆଙ୍ଗୁଳିରେ ଛନ୍ଦି ମୋ ପାପୁଲିକୁ ଧରିଲା ଆଉ ମୋ କାନ୍ଧ ଉପରେ ତା'ର ମୁଣ୍ଡକୁ ଥୋଇଦେଇ ମୋ କାନରେ କିଛି ଫୁସ୍ ଫୁସ୍ ହେଇ କିଛି କହିଗଲା-"କ'ଣ ମୋ ପାଈଁ ଆଜି କବିତା ଲେଖୁଛ କି?
    ମୁଁ କିଛି କହିବା ଆଗରୁ ଦଲକାଏ ପବନରେ ଖସିପଡ଼ିଲା କୃଷ୍ଣଚୂଡ଼ାର ଫୁଲ ଆଉ ସେ ପବନ ରେ ଫଡ୍ ଫଡ୍ ହେଇ ଲେଉଟିଗଲା ମୋ ଡାଏରୀ ର କିଛି ପୃଷ୍ଠାଗୁଡା ଯାହାକି ମୋ ନୀରବତା କୁ ଭାଙ୍ଗିଦେଲା, ଆଉ ମୁଁ ନିଜକୁ ଆବିଷ୍କାର କଲି ଏକ ନିରୋଳା ଦୁନିଆରେ ,ଯେଉଁଠି ଥିଲି ମୁଁ ,ମୋ ଡାଏରୀ ,ମୋ ପେନ୍,ଆଉ ମୋ ଆଖିର କୋଣରେ ଜକେଇଥିବା କିଛି ଲୁହ। ଆଉ ମୋର ଅବାସ୍ତବ ପ୍ରେମ କାହାଣୀକୁ ନିର୍ବାକ ହେଇ ଶୁଣୁଥିଲେ ସେଇ ସିମେଣ୍ଟ ଵେଞ୍ଚ ଯେଉଁଠି ଦିନେ ଆରମ୍ଭ ହେଇଥିଲା ଆମ ପ୍ରେମ, ଆଉ ସେଇ କୃଷ୍ଣଚୂଡ଼ା ଗଛ।
    ଆଉ ପବନରେ ଓଲଟିଯାଇଥିବା ମୋ ଡାଏରୀର ଏକ ଧଳା ଫର୍ଦ୍ଦ ଉପରେ ମୋ ପେନ୍ ଲେଖିଦେଲା ଅନାଵନା ଅକ୍ଷରରେ କିଛି ଶବ୍ଦ-"ଅବାସ୍ତବ ପ୍ରେମ ଆଉ ବାସ୍ତବ ପ୍ରେମିକା,"ଯାହାକି ମୋ କାହାଣୀ ର ଆରମ୍ଭ ଥିଲା।।"

    -Satyabrata Barik

    #love #envisage #lover #life #imagination #truelove @writersnetwork @repost @roaring_lioness @reposter__

    Read More

    ©pennedandpinned