• adityas 14w

    ଜୀବନ ଏକ ଅଙ୍କା ବଙ୍କା ପାହାଡ଼ି ନଦୀର ଗତିପଥ

    କେଉଁଠି ସଂକୀର୍ଣ୍ଣତାର ଚାପ

    କେଉଁଠି କଠୋର ଶିଳାର ଆଘାତ

    ତଥାପି ବହି ଚାଲିଛି ନିରନ୍ତର

    ସମସ୍ତ ଇଚ୍ଛାକୁ କରି ଭସ୍ମୀଭୂତ.....


    Good morning...