• dieaddicted 6w

    ଜୋତ୍ସ୍ନା ଭିଜା ରାତି, ଆଉ ଖାଲି ନୀରବତା ଥିବ
    ତୁମ ହାତ ମୋ ହାତରେ ଥିବ
    ମୋ ସବୁ ସ୍ୱପ୍ନର ତୁମେ ସାଥିଟିଏ ହେଇ
    ମୋ ଶୁନ୍ୟ ହୃଦୟରେ ତୁମ ପ୍ରତିଛବି ଆଙ୍କିଦେଇ
    ସ୍ମୃତିଟିଏ ହେଇ ରହିଯିବ, ଜନ୍ମ ଜନ୍ମ ଆଉ ସବୁ ଜନ୍ମ ପାଇଁ....

    ତୁମ ଅପେକ୍ଷା ରେ...


    ©dieaddicted