• agniveer 6w

    April is the cruellest month,
    Mixing memory and desire,
    Stirring dull roots.
    With spring rain,
    Lilacs out of the deadline,
    (The wasteland)
    {Ts, Eliot)
    ବର୍ଷାଋତୁ ନିଷ୍ଠୁର ନିର୍ମମ-ହାଡରେ ଥରାଇ ରସ,
    ମାଟିତଳେ ଚେରମୂଳ ଟାଣି,
    ବର୍ଷା ପଡେ ବର୍ଷା ପଡେ ଝରି,ଥରାଇ ମୁମୂର୍ଷୁ ଆତ୍ମା।
    (କାଳପୁରୁଷ,ଗୁରୁପ୍ରସାଦ ମହାଂତି)