• _spradhan 23w

    ପ୍ରଥମ ଦରମା

    ମୁଁ ପ୍ରଥମ ଦରମା ୩୦୦୦/- ପାଇଥିଲି। ଶୁକ୍ରବାର ଥିଲା। କୁକୁଡା ମାଂସ ୧ କେଜି କିଣିଦେଲି। ଭାବିଲି weekend ଟା କୁକୁଡା ଖାଇ ଆରମ୍ଭ କରିବା। ବୋଉକୁ ନେଇ ଜରି ଟା ଧରେଇ ଦେଲି ମନ ଖୁସିରେ। ବୋଉ ଜରି ଖୋଲି କହିଲା ପୋଡାମୁଁହା ଆଜିବା ସଂକରାନ୍ତି। ☹️😂😂
    ©_spradhan