• binayadash 6w

    ମସାନ ପଦା

    ଗାଁ ମୁଡେ ମସାନ ପଦା କାହିଁ କେତେ ଦିନୁଁ ଅଛେ l କେତେ ଲୋକ ଯାଉଛନ ଆସୁଛନ ସବୁ ଦେଖୁଛେ l ରବି ତାର ସାମ୍ନା ନ ଠିଆ ହେଇକରି ତାର ବା କେ କହେଲା,ଲୋକ ଇ ଗାଁ ନ ଜନମ ହେଇକରି ଗାଁ ନ ହିଁ ମରି ଜାଉଛନ ମସାନ ପଦା ନ ଜୀବନ ସରି ଜାଉଛେ ଜାହା ହଉ ମୁଇଁ ଭଲ ଚାକରୀ ଟେ ପାଏଲି,ଏବେ ଗାଁ ନୁ ବାହାରମି, ସହର କେ ଜିମି l ଗୁର୍ଦୁ ଟେ ପଇସା କମାମି ଆରୁ ଶାନ୍ତି ଥି ଜୀଵନ ଟା କାଟମି l
    ଇ କଥା ସୁନି କରି ତାର ବା କହେଲା, ଜା ବେଟା ଜା,ସହର ନ ସବୁ ପାଏବୁ ମାତର ନାଇଁ ପାଉ ଇ ନାତା ଗୁତା l ବଏସ ବଲ ଥିବାର ତକ ସହରେ ସଭେଁ ସାଙ୍ଗେ ଥିବେ ,ତାର ପରେ କେହି ବି ପାଖକେ ନାଇଁ ଆସନ l ମାତର ମୋର ଇ ଗାଁ ନ ଭଲେ ପଛେ ସହରର ମଜା ନାଇଁ ଥିବା,ବାକି ବୁଢା ହେଲେ ବି ଲୋକ ମତେ ପଚରଉଥିବେ,ମରି କରି ଜଲି ଯିବାର ତକ ମୋର ସାଂଗେ ଥିବେ, ସାଖି ଅଛେ ଇ ମସାନ ପଦା.....I

    ବିନୟ କୁମାର ଦାଶ
    ଦ୍ଵାରୀ
    ବରଗଡ
    ମୋ -9938110363