• drgynaec 24w

    ସ୍ୱାଦ

    "ସ୍ୱାଦ"
    ଆଜି ଚନ୍ଦ୍ରଗ୍ରହଣ।ରାତି ୩ଟାରୁ ଉଠି ପୁରି-ପିଠା-ଘୁଗୁନି କରିଛି ମକରାମା'।ଚୁଲି ଲାଗିବନି ପରା।ରାନ୍ଧିକି ଖାଇଲେ ବିଷ।ମକରାବି କାମକୁ ଯିବନି।ଠାକୁର ବି ଅଛୁଆଁ ।ମକରାକୁବି ବାରଣ।ମକରା କିନ୍ତୁ ସୁଯୋଗଉଣ୍ଡି ଦେଶୀ ଟୋପେ ମାରିଦେଇ ଟେସନବଜାର "ସର" ଘରେ ନସରପସର।ସର ଆଜି ଚିଙ୍ଗୁଡିଚପ୍ ଖୋଇଛି ମକରାକୁ।ଓଃ କି ସ୍ୱାଦିଷ୍ଟ ସେ ସଂଯୋଗ ସବୁ।
    #ଅଣୁଗଳ୍ପ #SuperBlueBloodMoon
    ©drgynaec