• adityas 22w

    ସକାଳ ହେଇ ଯାଇଛି। ସୂର୍ଯ୍ୟୋଦୟ ହେଇ ସାରିଲାଣି।
    କିନ୍ତୁ ଜହ୍ନ ବୁଡିନି।
    ଅସ୍ତ ହେଇନି।
    ସିଏ ବି ମଲାଜହ୍ନ।
    ଅସ୍ତିତ୍ଵହୀନ ଉପସ୍ଥିତି - ମଲାଜହ୍ନ।




    ©adityas