• letme_think 13w

    ଥରେ ଆସିକି ଦେଖ

    ମୋ ଇଲାକାରେ ଥରେ ଆସିକି ଦେଖ
    କେତେ କାଳରୁ ମୁଁ ଜଳୁଛି ଏମିତି ଏକାକାର ଆଉ ନିର୍ବିକାର
    ବର୍ଷାର ଶୀତଳତା ଆସି ଦେଇଯାଅ
    ମୁଁ ଟିକେ ନିସ୍ତବ୍ଦ ,ନିରବି ଯାନ୍ତି
    ପାଇ ପରଶ ତୁମ ପ୍ରେମର ||
    ||ରଶ୍ମି ମଲ୍ଲିକ ||