• agniveer 13w

    ସତ୍ଯବାନଙ୍କର ପକେଟ ଖାଲି,
    ସାବିତ୍ରୀ ଚାଲିଲେ ବଜାର ବୁଲି।
    ରଙ୍ଗ ଵେରଙ୍ଗର ସାଢି ମ୍ଯାଚିଂଗ୍,
    ଦାମିଦାମି ଫଳ ସବୁ ସପିଙ୍ଗ,
    ©kamalakantamishra