• pupee_baral 22w

    ଶୋଇଗଲା ରାତି
    ଚେଇଁଲା ସକାଳ
    କଳି ହେଲା ପୁଷ୍ପ
    ଶୁଖଇ କାକର
    ପ୍ରଭୁ ଉଠିଲେଣି
    ଘର ବାସିଲାଣି
    ରଜ ଆସିଲାଣି
    ଘରଣି ହୋଇଲେ ସଜ
    ପିଲେ ଶୋଇଛନ୍ତି
    ଘରଣି କହନ୍ତି
    ଉଠ ଉଠ ଆଉ
    ନକର ମଠ
    ରଜ ପାଇଁ ହୁଅ ସଜ।
    ©pupee_baral