• karunakara_ 23w

    ସ୍ବପ୍ନ

    ନିଶାର୍ଦ୍ଧର ଅନ୍ଧକାରେ
    ସ୍ୱପ୍ନର ଆଲୁଅରେ
    ଖୋଜେ ମୁଁ ଅଚିହ୍ନା ଚେହେରାକୁ,
    ସ୍ବପ୍ନ ମୋର ମରୀଚିକା ପାଲଟି ଯାଏ
    ସକାଳର ଆଲୋକରେ ।
    ©karunakara_