As when a soul draws near the sill of birth,
Adjoining mortal time to Timelessness,
A spark of deity lost in Matter’s crypt;
Its lustre vanishes in the inconscient planes,
That transitory glow of magic fire;
So now dissolved in bright accustomed air.
ଯେପରି ଏକ ଜୀବାତ୍ମା ଜନ୍ମ ଦ୍ଵାର ନିକଟରେ ପହଞ୍ଚେ,
ଅନନ୍ତ ମହାକାଳକୁ ମର୍ତ୍ତ୍ୟ କାଳ ସହିତ ସଂଯୋଗ କରିଦିଏ,
ନିଷ୍କ୍ରିୟତାର ଅନ୍ଧକାର କୂଳରେ ଈଶ୍ୱରଙ୍କ ଏକ ସ୍ଫୁଲିଙ୍ଗ ( ଏକ ଉଜ୍ଜଳ ତାରକା ) ହଜିଯାଏ |ଏହାର ଉଜ୍ଜ୍ୱଳତା ଅଜ୍ଞାନତାର ଏକ ବିମାନରେ ଅଦୃଶ୍ୟ ହୁଏ,ସମ୍ମୋହନୀ ଅଗ୍ନିର ସେହି କ୍ଷଣସ୍ଥାୟୀ ଆଲୋକ ପ୍ରଭା |ବର୍ତ୍ତମାନ ଉଜ୍ଜ୍ୱଳ ଅଭ୍ୟସ୍ତ ବାତାବରଣରେ ଦ୍ରବୀଭୂତ ହୋଇଗଲା।
Shri Aurobindo
ଓଡିଆ ଅନୁବାଦ - ବିମଳେନ୍ଦୁ ପାଢି
-
bimalendupadhi 10w