• debasish2018 26w

    Dr. Debasish Mahapatra

    Read More

    ଅନ୍ତ ହିନ

    ପୁଣି ଥରେ ଇଛା ହୁଏ
    ଆଉ ଥରେ ଲୋଟି ଯିବା ପାଇ,
    ସେ କାଠ ର ସେଜ ଉପରେ
    ନିଆ ର ଧୁନି ରେ ।।

    ଜଳି , ଜଳି ସ୍ଥୁଳ ରୁ ସୁଖ୍ମ କୁ
    ପରିବର୍ତିତ ହୋଇ
    ହଜି ଯିବା ପାଇ
    ଦଲକାଏ ପଵନ ରେ ।।

    ଅଵା ମିଶିଯିବା ପାଇ
    ଅଣୁ ଟିଏ ହୋଇ
    ସିମାହିନ ନିଳ ଆକାଶ ରେ ।।

    କିମ୍ବା ଝରି ପଡିବା
    ଆଉଥରେ ଏ ଶ୍ରାବଣ ର
    ଟିପ୍ ଟିପ୍ ବର୍ଷା ରେ ।।

    କିଛି ବି ଜଣା ପଡେନା
    ଏ ଜିଵନ ର ଗତି
    ଉର୍ଧ ରେ, ନା ନିମ୍ନ ରେ ।।
    ©debasish2018