• dieaddicted 23w

    ହୃଦୟ ଆଜି ଦଗ୍ଧ
    ଅହରହ ଉଦବେଳନ
    ଅଧିର ଆବେଗ ଭରା
    ତତଲା ନିଶ୍ୱାସ।
    ସ୍ମୃତିରୁ ଖିଏ ଉଡ଼ିଆସି ଖିନଭିନ କରିଯାଏ ବୁକୁ,
    ଫଗୁଣ ଫେରିଲେ ଆସିବ କହିଥିଲ
    ଅନେକ ଫଗୁଣ ଗଲେଣି ତଥାପି ଅପେକ୍ଷା ତୁମକୁ।

    ତୁମେ ଚିତା ହେଇ ଥରକେ ଜଳିଗଲ
    କିନ୍ତୁ, ଜାଣିଛ
    ସବୁଦିନ ପାଇଁ ମୁଁ ଜଳୁଛି...!!

    ©dieaddicted