• bimalendu71 23w

    ଝଟକା

    ଦିନେ ରେଡ଼ିଓ ଚକଲେଟ 104 କୁ ଜଣେ ଫୋନ କଲା
    ରେଡ଼ିଓ ଜକି କୁ କହିଲା ମତେ ରାସ୍ତାରୁ ଗୋଟେ ପର୍ସ ମିଳିଛି ,
    ସେଥିରେ ୧୫୦୦୦ ଟଙ୍କା, ଗୋଟେ ଆଇ ଫୋନ ଓ କ୍ରେଡିଟ କାର୍ଡ
    ଇତ୍ୟାଦି ଅଛି ।
    ରେଡ଼ିଓ ଜକି - ଆପଣ ସତରେ କେତେ ସଚୋଟ ମଣିଷ , ତା ହେଲେ କଣ ଆପଣ ତାଙ୍କୁ ଏ ସବୁ ଫେରେଇ ଦେବାକୁ ଚାହୁଁ ଛନ୍ତି।
    ଲୋକଟି କହିଲା ନା ନା ମୁଁ ତାଙ୍କ ପାଇଁ ଗୋଟେ ଦୁଃଖ ଭରା ଗୀତ ଶୁଣେଇବା କୁ ଅନୁରୋଧ କରୁଛି ।