• srrashmi 23w

    ପାର୍କ

    ଯାଇ ଥିଲି ମୁଁ ପାର୍କ
    ପହଞ୍ଚି ଦେଖିଲି ଭୁଲରେ
    ଆସି ଯାଇଛି କି ନ୍ୟୁୟର୍କ

    ଗଛରେ ନାହିଁ ଯେତିକି ପତର
    ଗଛ ତଳେ ସେତିକି ପ୍ରେମୀ ଯୁଗଳ
    ହେଉଥାନ୍ତି ନସର ପସର

    ଚାଦର ଭିତରେ ପଶି ଚାଲି ଥାଏ ସବୁ ନାଟ
    ପଚାରିଲା ପୁଅ ମୋର ପାପା ଏ କି ଚାଲିଛି
    କହିଲି ପରୀକ୍ଷା ପାଇଁ ଘୋଡ଼ି ହେଇ ପଢୁଛନ୍ତି ପାଠ
    ©srrashmi