• jagannathsur 9w

    Miss call...

    ମୁଁ ଜାଣିଛି ସେଦିନ ତୁମ ପାଖରେ time ଥିଲା
    କିନ୍ତୁ ମୋ ପାଖରେ ନ ଥିଲା
    ତୁମେ ମତେ miss ❤ କରି call ଟେ କରିଥିଲ
    ଆଉ ମୋ ଅସମର୍ଥତା ତୁମ ନାମ ତଳେ miss call ବୋଲି ଲେଖି ଦେଇଥିଲା
    # jagannath_ଜୟ