ray_madhusmita

Hey!my black pen..talk to my colourful thoughts.

Grid View
List View
Reposts
  • ray_madhusmita 2d

    Hidden beauty

    In this garden of life,amidst amber flowers of society,sometimes we conceal our aureate beauty owing to scare but o'man! what about that inner fragrance? That always disperses the beauty in a form of aeonian white tune.
    ©ray_madhusmita

  • ray_madhusmita 1w

    on the way of life..
    you'll definitely meet her..
    she ever suffers..
    never reprimands..
    ever gives..
    never demands..
    ever forgets..
    forgives the wrong..
    a powerful key..
    so mighty & strong..
    she is truth..
    also divine..
    eternal..
    a glorious shine..
    she sustains life..
    nourishes with joy..
    through her..
    the world moves..
    we live..
    we enjoy..
    by her glance..
    born all things..
    her touch..
    makes alive all beings..
    why do you quarrel..
    why do you worry..
    why do you grieve.
    why do you feel sorry..
    where she is..
    there is God..
    the ambrosia,the only medicine..
    she, the soul beauty..
    emerges from soul..
    touches heart..
    makes you win..
    ©ray_madhusmita

  • ray_madhusmita 1w

    ଅପେକ୍ଷା

    ଶେଷ ହେଲା ଜ୍ୟୋତ୍ସ୍ନାରାତ୍ରି ବିଦ୍ଗଧ ମୁଁ କବି
    ସୁନ୍ଦର,ତୁମରି ପଥ ରହିଛି ଅନାଇ
    ତନ୍ଦ୍ରାହୀନ, ସାରାରାତି ବ୍ୟଥା ଅନୁଭବି
    ରଚ଼ୁଛି ସଂଗୀତ ମୋର ଚ଼ିତ୍ତବୋଧ ପାଇଁ
    Dr.Mayadhar mansingh

    ଆତୁର ହ୍ରୁଦୟ ଆଙ୍କେ ପ୍ରିୟର ବିଗ୍ରହ
    ଜ୍ୟୋଛନା ଗବାକ୍ଷ ପଥେ କରେ ପ୍ରାଣମୟ
    ରୂପ ସେ ସୁନ୍ଦର,ସ୍ମିତହାସ୍ୟ ଦିଏ ଶଶି
    ସେ ରୂପେ ନିମଗ୍ନି ଭାବନା ରେ ଯାଏ ଭାସି
    Ray Madhusmita

    ନିଃଶେଷ ତାମ୍ବୁଳ ପାତ୍ର,ଶୀତଳ ଶୟନ
    ଶର୍ବରୀ-ଶୀକର-ଶୀତ-ସମୀର ପରଶେ
    ମ୍ଳାନ ଏ ପ୍ରଦୀପ ରେଖା,ମୁକ୍ତ ବାତାୟନ
    ଦେଖାଏ ମଳିନ ଇନ୍ଦୁ ପାଣ୍ଡୁର ନଭ ସେ
    Dr.Mayadhar mansingh

    ନିଃଶେଷ ପାତ୍ରର ରଂଗ,ଶିଥିଳ ଏ ହସ୍ତ
    ବିଜୟିନୀ ଆତ୍ମା ପରେ ରଂଗର ପରସ୍ତ
    ଆଙ୍କିବାକୁ ଆସିଥିଲ ଅବା,ଜ୍ୟୋତ୍ସ୍ନା ପଥେ
    ଅମ୍ଳାନ ଛବିଟେ ହ୍ରୁଦ ବେଳାର ସୈକତେ
    Ray Madhusmita

    ଶେଷ ହେଲା ଚ଼ାନ୍ଦରାତି,ଶେଷଥର ଚ଼ାହିଁ
    ଗବାକ୍ଷ ସେ ବ୍ରୁକ୍ଷଛାୟା ଅନ୍ଧାରିତ ପଥେ
    ଚ଼ଳିବି ସଂସାରେ ମୋର ଅନପେକ୍ଷା ପାଇଁ
    କ୍ଷୁଦ୍ର ଅଭିମାନ ଭରି ବୁକୁର ରକତେ
    ସାରା ରାତି ଗଲା ବହି,ହାୟ ସୁଚ଼ତୁରୀ
    କମ୍ପିଲାନି ତୋ ଚ଼ରଣ ପାତେ ମୋର ପୁରୀ
    Dr.Mayadhar mansingh

    ଅଭିମାନ ନଧରଇ ସମ୍ମାନୀୟ ହ୍ରୁଦ
    ଲେଖନୀକୁ ଦିଏ ଭାଷା ଫିଙ୍ଗି ଅବସାଦ
    ସଂସାରେ ଚ଼ଳିବା ପାଇଁ ଅଛି ନାନା ପଥ
    ଆତ୍ମାର ବନ୍ଧନ ନୁହେଁ ମିଳନ ସମ୍ଭୁତ
    ତବ ଲେଖନୀରେ ହସେ କବିତା ନାୟିକା
    ତା'କିଙ୍କିଣୀ ନିନାଦରେ କବି କେବେ ଏକା !
    Ray Madhusmita
    ©ray_madhusmita

  • ray_madhusmita 1w

    look..
    how is breaking
    branches from the tree..
    flowers falling from stalk..
    leaves from stem..
    like your promises..
    what do you think..
    don't make any excuse..
    give some soil..
    under trust..
    only one flower..
    must live..
    there will be only one fruit..
    the ultimate wealth of relation..
    ©ray_madhusmita

  • ray_madhusmita 1w

    MASK

    Don't fall in love with mask
    to defame divine love.
    ©ray_madhusmita

  • ray_madhusmita 1w

    The rain is gone..
    will come next year..
    but what about these eyes..
    in your memories..
    always rain..
    before flowing in tears..
    to protect me..
    will you be coming..
    or are you 'fraid..
    that you'll drown..
    ©ray_madhusmita

  • ray_madhusmita 1w

    ବୁଝିଲ ସୈାନ୍ଦର୍ଯ୍ୟ-ଭେଦ? ଝଲକ ଚ଼ର୍ମର
    ଖଦ୍ୟୋତର ଜ୍ୟୋତି ପରି;କ୍ରୁର ବାର୍ଦ୍ଧକ୍ୟର
    ନୀହାର-ଶୀତଳ ହସ୍ତ ଦିନେ ସ୍ପର୍ଶେତା'ର
    ବଦନେ ସୁନ୍ଦରତମେ ଆଣିବ ବିକାର,
    Dr.Mayadhar mansingh

    ବୁଝିଛି ସୈାନ୍ଦର୍ଯ୍ୟ-ଭେଦ,ଗାରିମା ରୂପର
    ହେଉସେ ଖଦ୍ୟୋତ-ଜ୍ୟୋତି;କ୍ଷୁଦ୍ର ଆଲୋକର
    ମାୟା-ମୋହିନୀ ସେ ମୁଖ ଜ୍ୟୋତିର ଆଧାର
    ଯୈାବନେ ବାର୍ଦ୍ଧକ୍ୟ ଚ଼ିନ୍ତା ହେବ କି ପ୍ରକାର?
    Ray Madhusmita

    କରିବ ଲୋଳିତ ଚ଼ର୍ମ! ଅନିନ୍ଦ୍ୟ ସୁନ୍ଦରୀ
    ଯେ କିଶୋରୀ ଆଜି ଛାଡ଼େ ତୀକ୍ଷଣ ବାଣ ପରି
    ନୟନୁ କଟାକ୍ଷ ତାର, ଦିନେ ସେ ନୟନ
    ଜ୍ୟୋତିହୀନ ହେବ ଠୁଳେ,ଚ଼ଞ୍ଚଳ ଚ଼ରଣ
    ସ୍ଥବିର ହୋଇବ ଭାରେ
    Dr.Mayadhar mansingh

    ବିନ୍ଧାଣୀ ସେ ସରଗର ଲୀଳା ସବୁ ତାର
    ରଚ଼ିଛି କଟାକ୍ଷ ଖଡ୍ଗ ! ସୁନ୍ଦରୀ ନେତ୍ରର
    ଜ୍ୟୋତିଷ୍ମାନ ରୂପ କେବେ ରହେନି ମଉନ
    ନାହିଁ କ୍ଳେଶ ପଶ୍ଚାତେ ସେ ହେଲେ ଜ୍ୟୋତିହୀନ
    Ray Madhusmita

    ସ୍ଥବିର ହୋଇବ ଭାରେ,କିନ୍ତୁ ଗୋ ଆତ୍ମାର
    ସୈାନ୍ଦର୍ଯ୍ୟ ବଢ଼ଇ କ୍ରମେ,ବାର୍ଦ୍ଧକ୍ୟ ବିକାର
    ହ୍ରସ୍ୱ ତାରେ ନାହିଁକରେ, ମ୍ରୁତ୍ୟୁଭସ୍ମ ପରେ
    ସୈାରଭ ତାହାର ଲୋକ ହ୍ରୁଦୟେ ସଂଚ଼ରେ
    ପୁରୁଷୁଁ ପୁରୁଷ କରି,ସେଇ ସୈାରଭ ରେ
    ମାନବ-ସଭ୍ୟତା ଗଢ଼ାହୁଏ ଜଗତରେ
    Dr.Mayadhar mansingh

    ପରଖେ ବିନ୍ଧାଣୀ ଜନେ,ରୂପର ଗୈାରବ
    ପଳାଶ ପୁଷ୍ପର ସମ! ଆତ୍ମାର ସୈାରଭ
    ଚ଼ିର ସୁବାସିତ,ନୁହେଁ ସେ ଲୋଳିତ ଚ଼ର୍ମ
    ଅମର,ଅକ୍ଷତ,ଅମଳିନ ତା'ର ଧର୍ମ
    ରୂପର ପସରା ଯେବେ କରେ ବିମୋହିତ
    ଯୁଗ୍ମ ସୈାନ୍ଦର୍ଯ୍ୟକୁ ନେଇ ସଭ୍ୟତା ଜୀବିତ
    Ray Madhusmita
    ©ray_madhusmita

  • ray_madhusmita 1w

    The sun..
    neither comes down..
    nor the lotus rises up..
    between them..
    distances count..
    in light years..
    this whole world clearly knows..
    how their love..
    so ageless..
    they define..
    soul connection..
    beyond distance..
    ©ray_madhusmita

  • ray_madhusmita 1w

    ଦୁଇକୂଳେ ବ୍ରୁକ୍ଷରେଖା ଜ୍ୟୋଛନା-ଧଉତ
    ପାଣ୍ଡୁର ଆଲୋକେ ଧରି ତନ୍ଦ୍ରାଳସ ଶିରୀ
    ସ୍ୱପ୍ନପୁରୀ କରେ ସ୍ରୁଷ୍ଟି! ଅଳସ ମରୁତ
    ଜ୍ୟୋଛନା ମଦିରାମତ୍ତ ବହେ ଥିରିଥିରି
    Dr.Mayadhar mansingh

    ବିଶୁଦ୍ଧ ଧବଳ ପୁଷ୍ପ କାନନ ଗହଳେ
    ମନ୍ଦସମୀରଣେ ନିଦ୍ରା କରି ପରିହାର
    ଜ୍ୟୋଛନା ପିୟୁଷ ଧାରେ ଫୁଟାନ୍ତି ବଦନ
    ଶୁଭ୍ରତଟିନୀ ତଟରେ ବାସ ର ଜୁଆର
    Ray Madhusmita

    ପଶ୍ଚାତେ ପ୍ରସାରଶୀଳ ଶୁଭ୍ର ବାରିରାଶି
    ମିଶଇ ଆକାଶ ତଳେ;ସମ୍ମୁଖେ ମୋହର
    ଗମ୍ଭୀର ସୁନ୍ଦର ଗିରିମାଳା ଉଠେ ଭାସି
    ଚ଼ନ୍ଦ୍ରିକା ଚ଼ନ୍ଦନେ ଚ଼ର୍ଚ଼୍ଚା ନୀଳ କଳେବର
    Dr.Mayadhar mansingh

    ନୟନ ଭ୍ରମିତ ହେବ ସେ ଚ଼ାରୁ ରୂପରେ
    କେଉଁରାଜ ବୋଇତରୁ ରୈାପ୍ୟ ମୁଦ୍ରା ରାଶି
    ପତିତ ହୋଇ ଭାସଇ ସରିତ ବକ୍ଷରେ
    ଜଳରାଶି ମଧ୍ୟେକିମ୍ପା ନ ଯାଏ ପ୍ରବେଶି
    Ray Madhusmita

    ଉଠିଛି ଶିଖରୀମାଳା ପଶ୍ଚାତୁଁ ଆକାଶ
    ସନ୍ନ୍ୟାସିନୀ-ମୁଖ ସମ ପ୍ରଶାନ୍ତ ଧବଳ
    ତା'ତଳେ ରଜନୀବଧୂ ଚ଼ନ୍ଦ୍ରିକାର ବାସ
    ଉଡ଼ାଇ ଧରଣୀ କରେ ପରଶେ ଉତ୍ଥଳ
    Dr.Mayadhar mansingh

    ତଟିନୀ ରାଇଜସୀମା ଧବଳ ପ୍ରାଚ଼ୀର
    ଚ଼ନ୍ଦ୍ରାଲୋକ ଲେପ ନେଇ ହସେ ନୀଳଶୈଳ
    ସ୍ନିଗ୍ଧ ଆଲୋକ ଉତ୍ସବେ ମୁଗ୍ଧ ଶାନ୍ତ ଧରା
    ତାପସୀ ଗଗନ ଶଶି ମୁଖ ସମ୍ମୁଜ୍ଜ୍ୱଳ
    Ray Madhusmita କ୍ରମଶଃ......
    ©ray_madhusmita

  • ray_madhusmita 2w

    ରାଧାନାଥ

    ଉତ୍କଳର ନଦୀ,ବଣେ,ହ୍ରଦେ,ଗିରିମାଳେ
    ଯେ ରୂପ ନ ଫୁଟି କାହା ଲେଖନୀର ଗାରେ
    ଥିଲାରହି ଯୁଗଯୁଗ ମୈାନ ଅଭିମାନେ
    ପୂଜା ସେ ପାଇଲା ରାଧାନାଥ ତବ ଗାନେ
    Dr.Mayadhar mansingh

    ଧନ୍ୟ ସେ ରାଧାନାଥଙ୍କ ଲେଖନୀର ଭାଷା
    ଜାଗିଉଠେ ହ୍ରୁଦୟରେ ସୈାନ୍ଦର୍ଯ୍ୟ ପିପାସା
    ରୂପସୀ ଉତ୍କଳ ରୂପ ପ୍ରଚ଼ାରି ଜଗତେ
    କବିବର ସେ ଅମର ମ୍ରୁତ୍ୟୁର ମରତେ
    Ray Madhusmita

    ©ray_madhusmita