sambhabana

intuitive, odia jhia.... write less but valuable... ����

Grid View
List View
Reposts
  • sambhabana 3h

    "Letting you go"doesn't mean...

    I gave up trying to make you
    Come back..
    ©sambhabana

  • sambhabana 6h

    କାମନା

    ହବା ପାଇଁ ମୁକ୍ତ ବିହଙ୍ଗ,
    କରିବାକୁ ଆକାଶ ବୁକୁରେ ରାଜୁତି
    ପାଇବାକୁ...
    ତୀକ୍ଷ୍ଣ ଚାହାଣୀ ରେ ସୂକ୍ଷ୍ମ ଖୁଦ ଅନ୍ୱେଷଣ ର
    ଅଲୌକିକ ଶକ୍ତି
    ଶିଖିବାକୁ.....
    ମାୟା ଜାଲ ପରଖିବାର ନିପୁଣ କୌଶଳ..
    ଚାଖିବାକୁ...
    ..ଶିକାରୀ ଆଖିରେ ଧୂଳି ଦେଇ
    ଉଡିଯିବାର ସ୍ବର୍ଗୀୟ ଅନୁଭୂତି
    ପରିଚୟ ପତ୍ର ବିନା..
    କରିବାକୁ...
    ସୀମାନ୍ତ ଲଙ୍ଘିବାର ଔଦ୍ଧତ୍ୟ
    ରଖିବାକୁ...
    ଗ୍ରୀଷ୍ମ ର ତାଣ୍ଡବ, ବର୍ଷା ର ହୁଙ୍କାର
    ହିମ ର ଯାତନା ସହିବାର ଅଦମ୍ୟ ସାହସ..
    ହବା ପାଇଁ....
    ଧରା ବକ୍ଷ ରେ ଆବଦ୍ଧ
    ସବୁ ଜୀବନ୍ତ ବସ୍ତୁ ର ଇର୍ଷା ର କାରଣ
    ପାଇବାକୁ.....
    ମାଟିର ଉଷ୍ମତା, ବାଦଲ ର ଶୀତଳତା
    ଅନୁଭବ କରିବାର ଦ୍ଵିବିଧ ଅଧିକାର...
    ସାଜିବାକୁ...
    ପତ୍ର ବିନିମୟ କରି
    ଅମ୍ବର ଧରା ର ପ୍ରେମ ଦୂତ..
    ଦଶାନନ ସହ ଯୁଦ୍ଧ କରି..
    ହବା ପାଇଁ.....
    ସୀତାହରଣ ର ଆହତ ଜଟାୟୁ ..
    କିମ୍ବା ପଞ୍ଚତନ୍ତ୍ର ର ସେଇ
    ବୁଦ୍ଧିମାନ ପକ୍ଷୀରାଜ....
    ଶୁକମୁନି ହୋଇ
    ଗୋପନରେ ଶୁଣିବାକୁ.. ସୃଷ୍ଟି ରହସ୍ୟ
    କରିବାକୁ....
    କା କା ରାବ ଛାଡି ସଂସାର କୁ
    ଜାଗ୍ରତ, କିମ୍ବା
    ହଳଦୀବସନ୍ତ ହୋଇ ଦେବା ପାଇଁ
    ଶୁଭ ସଂକେତ...
    ଶେଷରେ...
    ଗୋଧୂଳି ଅତିକ୍ରାନ୍ତେ
    ନୀଡ ରେ ଚାତକ ଶିଶୁ ପାଇଁ
    ଖୁଦ ନେଇ ଫେରୁଥିବା
    ସ୍ନେହମୟୀ ମା.....
    ©sambhabana

  • sambhabana 20h

    ଫେରି ମୁଁ ଆସିବି

    ଜୀବନ ସ୍ରୋତ ରେ ବହି ବହି ଚାଲିଛି
    ଅଙ୍କା ବଙ୍କା ନଈ ଟେ ପରି..
    ଦିଗହରା ପଥିକା ମୁଁ..
    ପ୍ରେମରହିତ ପ୍ରେମିକା ମୁଁ...
    ଅଭିନୟ ର ପ୍ରୟାସ ମୋର ବିଲୁପ୍ତ ପ୍ରାୟ....

    ସରିତା ହୋଇ ସାଗରକୁ ଲଙ୍ଘିବାର ଚେଷ୍ଟା..
    ପଙ୍ଗୁ ହୋଇ ଗିରି ଲଙ୍ଘିବାର ଚେଷ୍ଟା
    ରାତ୍ରି ର ଅନ୍ଧକାର ରେ ସୁପ୍ତ ପ୍ରାୟ..

    ଅଚିନ୍ହା ପ୍ରତିବିମ୍ବ ର କାୟା ନେଇ
    ଅଲୋଡ଼ା ପୁଷ୍ପ ର ବାସ୍ନା ନେଇ
    ଗୌରବମୟ ଇତିହାସ ମୋର ହୃତ ପ୍ରାୟ...

    ମୋହନୀୟ ସମସ୍ୟା ବ୍ୟୁହ ରେ
    ମରୁଭୂମି ର ମରୀଚିକା ତୃଷ୍ଣା ରେ
    ଜଳ ର ସଂଧାନେ ଅନବରତ ଲିପ୍ତ ପ୍ରାୟ

    ତଥାପି ଜୀବନ ଯମୁନା ରେ ଲମ୍ଫ ଦେଇ
    ନିୟତି ଗୋଲକଧନ୍ଦା କୁ ସାଧନ କରି

    ଫେରି ମୁଁ ଆସିବି
    ଫେରି ମୁଁ ଆସିବି
    ଫେରି ମୁଁ ଆସିବି........
    ©sambhabana

  • sambhabana 20h

    She is an anonymous princess
    .. of an abandoned palace..


    She has quest for a land to
    Reside forever.....
    ©sambhabana

  • sambhabana 22h

    If you crave to meet, then yearn every moment

    Break the cup of ego, , drink the liquor of love
    ©sambhabana

  • sambhabana 1d

    Words bark...




    Silence roars......
    ©sambhabana

  • sambhabana 1d

    He is not perfect...
    ... she is not perfect..



    That's why...
    .. they are perfect for each other
    ©sambhabana

  • sambhabana 3d

    You must have seen
    ........many fantastic
    ... superheroes
    ....... but not..
    .... a real life fighter like
    ...... MOM..
    ©sambhabana

  • sambhabana 5d

    He knelt down and begged her to be in his life....


    She just ignored and went away....

    He thought....
    "How ruthless you are! Can't you see my pain and my love for you.. all my efforts are going in vain."

    She wanted to tell....,
    "Have you gone mad? You are the crown over my head .. but you are kneeling down...
    And why to beg? You own me.... please claim your rights over me... please don't beg. "




    But the story ended with these two type of thoughts...
    ©sambhabana

  • sambhabana 5d

    Do you know..?
    You are not at all handsome...


    But you have captured these eyes...
    ©sambhabana